ଭୁବନେଶ୍ୱର: ଡିଜିଟାଲ ବ୍ୟାଙ୍କିଙ୍ଗ୍କୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗତବର୍ଷ ଏକ ନୂତନ ଯୋଜନାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଏହାସହିତ ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀଗୁଡିକ ଋଣ ଦେବା ସହଜ ହେବ ବେଙ୍ଗାଲୁରୁରେ ଦେଇଥିବା ଅଭିଭାଷଣରେ ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି, ୟୁଏଲ୍ଆଇ ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ବିତ କରିବ।। ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଉଦ୍ଦେଶ୍ୟରେ ଫ୍ରିକ୍ସନ୍ଲେସ୍ କ୍ରେଡିଟ୍ ପ୍ଲାଟ୍ଫର୍ମ ନାମକ ଏହି ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ପ୍ଲାଟ୍ଫର୍ମର ନାମକୁ ୟୁନିଫାଏଡ୍ ଲୋନ୍ ଇଣ୍ଟରଫେସ୍(ୟୁଏଲ୍ଆଇ)ରେ ପରିବର୍ତ୍ତନ କରାଯାଇଛି। ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଗୋଟିଏ ସ୍ଥାନରୁ ଜମି ରେକର୍ଡ ପରି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସୂଚନା ପାଇବେ। ଫଳରେ ପ୍ରକ୍ରିୟାକରଣରେ ଜଡ଼ିତ ଉଭୟ ସମୟ ଏବଂ କାଗଜପତ୍ରକୁ ହ୍ରାସ କରିବ ବୋଲି ଆଶା କରାଯାଉଥିତ୍ା
ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ୟୁଏଲ୍ଆଇ
















Leave a Reply