ଜୋ ବାଇଡେନଙ୍କୁ ୧୦ ଲକ୍ଷ ଡଲାର ଦେବେ ଟ୍ରମ୍ପ

ଓ୍ବାଶିଂଟନ: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ନିଜକୁ ଦୂରେଇ ନେଇଛନ୍ତି। ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ବାଇଡେନଙ୍କ ମଧ୍ୟରେ ସର୍ବଦା ଏକ ନିର୍ବାଚନ ପ୍ରତିଯୋଗିତା ରହିଆସିଛି। ଟ୍ରମ୍ପ କହିଥିଲେ ଯେ, ଯଦି ବାଇଡେନ ତାଙ୍କୁ ଗଲ୍ଫ ଖେଳରେ ପରାସ୍ତ କରନ୍ତି ତେବେ ସେ ତାଙ୍କୁ ୧୦ ଲକ୍ଷ ଡଲାର ଦେବେ। ଟ୍ରମ୍ପ ଜାଣିଥିଲେ ତାଙ୍କୁ କୌଣସି ପରିସ୍ଥିତିରେ ପରାସ୍ତ କରିପାରିବେ ନାହିଁ, ପରେ ରାଷ୍ଟ୍ରପତି ବାଇଡେନ ନିଜେ ଗଲ୍ଫ ଖେଳିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଟ୍ରମ୍ପଙ୍କ ଦ୍ୱାରା ବାଇଡେନଙ୍କୁ ଏହା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ଟ୍ରମ୍ପ ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନଙ୍କୁ ଗଲ୍ଫ ଖେଳ ପାଇଁ ଚ୍ୟାଲେଞ୍ଜ କରିଥିଲେ।

Leave a Reply

Your email address will not be published. Required fields are marked *