ଗଣିଆ -(ମନୋରଞ୍ଜନ ମଳିକ )ନୟାଗଡ ଜ଼ିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାଥୀ ଶ୍ରୀଯୁକ୍ତ ରାଘବ ମଳିକ କୁ ହତ୍ୟା ଧମକ ମିଳିଛି ବୋଲି ଜଣାପଡିଛି,ଖବର ନେବାରେ ଜଣାଗଲାଯେ ଦଶପଲ୍ଲା ବ୍ଲକ ର ପୂର୍ବତନ ବ୍ଲକ ଅଧକ୍ଷ ବସନ୍ତ କୁମାର ସାହୁ ସରକାରୀ ଜାଗା ଜବର ଦଖଲ କରି ହୋଟେଲ କରି ଥିବାରୁ ରାଘବ ମଳିକ ବିରୋଧ କରିଥିଲେ, ଏହାକୁ କେନ୍ଦ୍ର କରି ରାଘବ ମଳିକ କୁଳୁରୁକୁମ୍ପା ମନ୍ଦିର ଠାରେ ସଭ୍ୟତା ଅଭିଯାନ ବୈଠକ କରୁଥିବା ବେଳେ ବସନ୍ତ କୁମାର ସାହୁ ଫୋନ ରେ ଅଂଶୀଳ ଭାଷାରେ ଗାଳି ମନ୍ଦ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଛି, ଏହି ଘଟଣା ବିଷୟ କୁ ନେଇ ରାଘବ ମଳିକ ଵାଣିଗୋଚ୍ଛା ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଗୁରୁତ୍ୱ ନେଇ ତଦନ୍ତ କରୁଛି |
ବିଜେପି ନେତା ରାଘବ ମଳିକକୁ ହତ୍ୟା ଧମକ ଦେଲେ ଦଶପଲ୍ଲା ପୂର୍ବତନ ଉପାଦକ୍ଷ ବସନ୍ତ କୁମାର ସାହୁ












Leave a Reply