୫ ବାଂଲାଦେଶୀ ଅନୁପ୍ରବେଶକାରୀ ନଭି ମୁମ୍ବାଇରୁ ଗିରଫ

ନଭି ମୁମ୍ବାଇ: ବାଂଲାଦେଶରେ ଏକ ଗମ୍ଭୀର ପରିସ୍ଥିତି ମଧ୍ୟରେ ନଭି ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନଭି ମୁମ୍ବାଇ ପୁଲିସ ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି। ନଭି ମୁମ୍ବାଇର କୋପରଖାଇରାନେ ଅଞ୍ଚଳର ଏକ କୋଠାରୁ ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବାଂଲାଦେଶ-ଭାରତ ସୀମାରୁ ଅନୁପ୍ରବେଶ କରି ସେଠାରୁ ନଭି ମୁମ୍ବାଇରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ନଭି ମୁମ୍ବାଇରେ ପହଞ୍ଚିବା ପରେ କୋପରଖାଇରାନେ ଅଞ୍ଚଳରେ ବେଆଇନ ଭାବେ ରହୁଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି।

Leave a Reply

Your email address will not be published. Required fields are marked *