ଗଣିଆ: (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ରାସଙ୍ଗ ଓ ଛାମୁଣ୍ଡିଆ ଗ୍ରାମ ପଂଚାୟତ ରେ ରହିଥିବା ମା କଳାପାଟ ମନ୍ଦିର ଟି ଅବହେଳିତ ହୋଇ ପଡ଼ିରହିଛି, ଏହି ସ୍ଥାନରେ ପ୍ରତେକ ଦିନ ପଯ୍ୟଟନ ମାନେ ଭୋଜିଭାତ କରିବାକୁ ଆସୁଥିଲେ ମଧ୍ୟ ଅସୁବିଧା ହେଉଛନ୍ତି, ପଯ୍ୟଟନ ମାନେ ରାତିରେ ରହିବା ପାଇଁ କୌଣସି ସୁବିଧା ନାହିଁ, ରାଜନେତା ଓ ପ୍ରଶାସନ ଅଧିକାରୀ ମାନେ ଭୋଜି ଭାତ କରିବା ସହିତ ସଭା ସମିତି କରୁଥିଲେ ମଧ୍ୟ କାହାର ନଜର ପଡୁନାହିଁ, କଳାପାଟ ମନ୍ଦିର ରେ ପାନୀୟ ବ୍ୟବସ୍ଥା, ରହିବା ପାଇଁ ଘର, ଶୌଚାଳୟ, ନିର୍ମାଣ କରିବା ପାଇଁ ଜନସାଧାରଣ ମାନେ ରାଜ୍ୟ ସରକାର ଓ ଜ଼ିଲ୍ଲା ପ୍ରଶାସନ ଅଧିକାରୀ କୁ ଅନୁରୋଧ କରିଛନ୍ତି,
କଳାପାଟ ମନ୍ଦିର ଅବହେଳିତ, ପ୍ରଶାସନ ନଜର ପଡିବ କେବେ ?












Leave a Reply