ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ବନ୍ଧୁ ମିଳନ

ଗଣିଆ -(ମନୋରଞ୍ଜନ ମଳିକ)-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ଏକ ପଞ୍ଜିକୃତ ଗଣମାଧ୍ୟମ ସଂଗଠନ ଆଞ୍ଚଳିକ ସାମ୍ବାଦିକ ସଂଘ ର ଦଶହରା ଉପଲକ୍ଷେ ସ୍ଥାନୀୟ ରାମ ମନ୍ଦିର ପରିସରରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି, ସମସ୍ତ ସାମ୍ବାଦିକ ସଦସ୍ୟ ମାନେ ଏକତ୍ରିତ ହୋଇ ଗୋଟିଏ ପ୍ରକାର ଡ୍ରେସ ପରିଧ୍ୟାନ କରିଥିଲେ, ସମସ୍ତେ ଏକତା କୁ ବଜାଇ ରଖିବା ପାଇଁ ସକଳ୍ପ ବଧ କରିଥିଲେ, ସଂଘ ର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଦାଶ, ଉପସଭାପତି ସରୋଜ କୁମାର ଦାଶ, ସହ ସମ୍ପାଦକ ପ୍ରିୟବ୍ରତ ଷଡ଼ଙ୍ଗୀ, କୋଷାଧକ୍ଷ ବିଜୟ ଲଷ୍ମୀ ରାଉତ, ରମେଶ କୁମାର ମିଶ୍ର, ମନୋରଞ୍ଜନ ମଳିକ, ସଦାଶିବ ପାତ୍ର, ଚିତ୍ତରଞ୍ଜନ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *