ଗଣିଆ -(ମନୋରଞ୍ଜନ ମଲିକ) ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି, ଖବର ନେବାରେ ଜଣା ଗଲାଯେ ଗଣିଆ ବ୍ଲକ୍ ବିଦ୍ୟୁତ୍ ଅଫିସ,RWSS ଅଫିସ, ମୋଟର ସଂଘ ଗଣିଆ ବଜାର, ଶୁଭମ୍ ଫାର୍ମ ହାଉସ, ଗ୍ୟାରେଜ ଗୁଡିକରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି, ପୂଜା ମଣ୍ଡପ ଗୁଡ଼ିକରେ ଲାଇଟି ଗେଟ ରେ ସଜାସଜୀ ହୋଇ ଥିଲା |
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ପାଳିତ












Leave a Reply