କଲରା ପିତା ହୋଇଥିଲେ ମଧ୍ୟ ଶରୀର ପାଇଁ ବେଶ୍ ହିତକର। ଅନେକ ରୋଗର ଔଷଧ ରୂପେ ଏହାକୁ ବ୍ୟବହାର କରାଯାଇଥାଏ। ଏଥିରେ ଭିଟାମିନ୍, ମିନେରାଲ୍, ଫାଇବର୍ ଓ ଆଣ୍ଟିଅକ୍ସିଡାଣ୍ଟ, ଯାହା ଶରୀର ପାଇଁ ବେଶ୍ ଉପଯୋଗୀ ଅଟେ।ବିଶେଷ କରି ମଧୁମେହ ରୋଗୀମାନଙ୍କ ପାଇଁ କଲରା ବହୁତ ଲାଭଦାୟକ। ଟାଇପ ୨ ଡାଏବେଟିସ ରୋଗୀ ନିୟମିତ କଲରା ଖାଇବା ଫଳରେ ଏଥିରୁ ଉପଶମ ମିଳିଥାଏ। ଭିଟାମିନ ରକ୍ତରେ ଶର୍କରା ସ୍ତର ହ୍ରାସ କରିଥାଏ। କଲରାରେ ଥିବା ଚାରାଣ୍ଟିନ ଏବଂ ଭିସିନ ଶର୍କରା ସ୍ତରକୁ ସନ୍ତୁଳନ ରଖିଥାଏ।
ଡାଏବେଟିସ୍ ପାଇଁ କଲରା ଔଷଧ ଭଳି କାମ କରେ













Leave a Reply