ଦୁର୍ଗାପୂଜା ପାଇଁ ଗଣିଆ ବ୍ଲକ ଉତ୍ସବ ମୁଖର

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ଆଠ ଗୋଟି ପଂଚାୟତ ରେ ବିଭିନ୍ନ ଗ୍ରାମରେ ମା ଦୁର୍ଗା ଙ୍କ ପୂଜାଚର୍ଣା କରିବା ସହିତ ସମସ୍ତ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି, ମା ଦୁର୍ଗାପୂଜା ପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇଛି,ଖବର ନେବାରେ ଜଣାଗଲାଯେ ଗଣିଆ ବଜ଼ାର, ବିଜୟ ନଗର ମଳିକ ସାହି, ବେଲପଡା, ଆଡ଼କଟା ବଜ଼ାର, କିଶୋର ପ୍ରସାଦ ଛକ, ରାସଙ୍ଗ, କାଦୁଆ, ଛାମୁଣ୍ଡିଆ ବଜ଼ାର,ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା କରିବା ସହିତ ବିଭିନ୍ନ ପ୍ରକାର ଲାଇଟି ଗେଟ, ସହିତ ସଜାସଜି ହୋଇ ଧୂମୁଧାମରେ ପୂଜା ପାଳନ କରାଯାଇଛି |

Leave a Reply

Your email address will not be published. Required fields are marked *