ପ୍ୟାରିସ୍‌ ଅଲିମ୍ପିକ୍ସ: ଫାଇନାଲ ପୂର୍ବରୁ ବିନେଶ ଫୋଗତ ଡିସକ୍ୱାଲିଫାଏଡ୍

ପ୍ୟାରିସ୍‌ : ଅଲିମ୍ପିକ୍ସରେ ଭାରତକୁ ଲାଗିଛି ବଡ଼ ଝଟକା। ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲକୁ ପ୍ରବେଶ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଡିସକ୍ୱାଲିଫାଏଡ୍ ହୋଇଛନ୍ତି। ଧାର୍ଯ୍ୟ ଠାରୁ ଅଧିକ ଓଜନ ପାଇଁ ବିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ୫୦ କେଜି ମହିଳା କୁସ୍ତି ବର୍ଗରେ ଫାଇନାଲକୁ ଯାଇଥିଲେ ବିନେଶ, ଆଜି ଫାଇନାଲ ଖେଳିବା ପୂର୍ବରୁ ଡିସକ୍ୱାଲିଫାଏଡ୍ ହୋଇଛନ୍ତି। ୫୦ କେଜିଠାରୁ ଭିନେଶ ୧୦୦ ଗ୍ରାମ ଅଧିକ ଓଜନର ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *