ଭୁବନେଶ୍ବର: ରୟାଲ ଏନଫିଲ୍ଡର ପ୍ରିମିୟମ ରୋଡଷ୍ଟର୍ ଗରିଲା ୪୫୦ର ବଜାରପ୍ରବେଶ ଆଜି କରାଯାଇଛି। ଏହାର ଏକ୍ସସୋ’ରୁମ୍ ମୂଲ୍ୟ ୨ ଲକ୍ଷ ୩୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଚାଳକଙ୍କୁ ଉନ୍ନତ ଚାଳନା ଅନୁଭୂତି ଦେବା ପାଇଁ ଏହି ଶକ୍ତିଶାଳୀ ବାଇକ୍ ନିର୍ମାଣ ହୋଇଛି। ଯୁବବର୍ଗ ଏବଂ ଷ୍ଟାଇଲ ସଚେତନ ବ୍ୟକ୍ତିଙ୍କୁ ଏହି ଗାଡ଼ି ବେଶ୍ ପସନ୍ଦ ଆସିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ବଜାର ପ୍ରବେଶ ‘ଗରିଲା ୪୫୦’ରୟାଲ୍ ଏନଫିଲ୍ଡ
















Leave a Reply