ବ୍ଲକ୍ ସ୍ତରୀୟ କ୍ରୀଡାବିତ୍ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ବ୍ଲକ ସ୍ତରୀୟ ସମୂହ କ୍ରୀଡାବିତ୍ ଚୟନ ପ୍ରତିକ୍ରିୟା ଉଦଘାଟିତ ହୋଇଯାଇ ଛି, ବ୍ଲକ୍ ଶିକ୍ଷଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା ଯୋଗ ଦେବା ସହିତ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ନରେଶ ବେହେରା, ଗଣିଆ ସମିତି ଶ୍ରୀ ଫକିର ମୋହନ ଡାକୁଆ, ପ୍ରଧାନଶିକ୍ଷତ୍ରୀ ଶ୍ରୀମତୀ ନିହାର ବାଳା ରାଉତ୍ ପ୍ରମୁଖ ମଚାସିନ ଥିଲେ, ପ୍ରଥମ ଦିନରେ ଭଲିବଲ, କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା, ଉଦଯାପନୀ ଦିବସରେ ଲମ୍ବଡିଆ, କବାଡି, ଥ୍ରୋ, ଦୌଡ ପ୍ରତିଯୋଗୀତା ହୋଇ ଥିଲା, ୮ତାରିଖ ରେ ନୟାଗଡ଼ ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିାତା ହେବ ବୋଲି ଜଣାପଡିଛି, ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *