ରାଜପୁତାନା ବିଜନେସ୍ ସମ୍ମିଳନୀ-୨୦୨୪ ଆୟୋଜିତ

ଭୁବନେଶ୍ୱର: ରାଜପୁତାନା ବ୍ୟବସାୟ ସମ୍ମିଳନୀ -୨୦୨୪  ଦୁଇ ଦିନିଆ କର୍ମଶାଳାରେ ନୂତନ ଉଦ୍ୟୋଗୀପତି ତଥା ଉଦ୍ୟୋଗୀ ହେବାକୁ ଆଶା ରଖିଥିବା ଯୁବପିଢୀଙ୍କୁ ସଠିକ୍ ପ୍ରୋତ୍ସାହନ ସାଙ୍ଗକୁ ଉନ୍ନତ ତଥା ବୈଷୟିକ ଜ୍ଞାନ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା ଦିଗରେ ସହାୟକ ହେବ । ସମ୍ମାନିତ ଅତିଥି ଭାବେ, ଦ-ଏମ୍ଆରଏସ୍ ଗ୍ରୁପ୍ର ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ୍ ଶ୍ରୀ ମେଘରାଜ ସିଂ ରୟାଲ,  ଶ୍ରୀ ଅଶୋକ ସିଂ, ଆଇଆରଏସ୍, ପୂର୍ବତନ ଡେପୁଟି କମିଶନର, ସେଂଟ୍ରାଲ ଜିଏସ୍ଟି ଏବଂ କଷ୍ଟମ, ଅର୍ଥମନ୍ତ୍ରଣାଳୟ, ଶ୍ରୀ ରତନ ସିଂ ରାଠୋର, ଚେୟାର ମ୍ୟାନ୍ ରାଠୋର ଗ୍ରୁପ୍, ଶକ୍ତି ସିଂ ବାନ୍ଦିକ୍ୟୁ, ଟ୍ରଷ୍ଟି, ଯୁନାଇଟେଡ୍ ଗ୍ଲୋବାଲ୍ ଶାନ୍ତି ଫାଉନଣ୍ଡେସନ୍, ଶ୍ରୀ ସଞ୍ଜୟ ସାରସ୍ୱତ, ନ୍ୟାସନାଲ୍ ହେଡ୍, ଜିଏସ୍ଟି, ଜେଏଚ୍ଏସ୍ କନସଲଟିଂ ପ୍ରା. ଲିଃ., ଶ୍ରୀ କିଶୋରସିଂ ଝାଲା, ଗ୍ରୁପ୍ ଚେୟାରମ୍ୟାନ୍, ପାୱାର ଟ୍ରାକ୍, ଠାକୁର ଅନୁପ ସିଂ, ଫାଉଣ୍ଡର, ମାର୍ଗ ଇଆର୍ପି ଲିଃ., ଶ୍ରୀ ଜିତେନ୍ଦ୍ର ସିଂ ପାଚର, ଏମ୍ଡି, ପାଚର ଗ୍ରୁପ୍, ଜୟପୁର, ରାଜସ୍ଥାନ, ଶ୍ରୀ କାନୱାଲ ସିଂ ଚୌହାନ,ପଦ୍ମଶ୍ରୀ, ସଦସ୍ୟ, ICAR ଗଭର୍ଣ୍ଣିଂ ବଡି, ଶ୍ରୀ ଅଶ୍ୱିନ ସିଂ ସର୍ଭାଇୟା, ପରିଚାଳନା ନିର୍ଦ୍ଦେଶକ, ସର୍ଭାଇୟା ରପ୍ତାନି ଲିମିଟେଡ୍, ଶ୍ରୀ ଅମିତ ସିଂ, ନିର୍ଦ୍ଦେଶକ, ଆଧୁନିକ ଭିର୍ ରେସ୍ ସିକ୍ୟୁରିଟି ଫୋର୍ସ ଇଣ୍ଡିଆ ପ୍ରା.ଲିଃ. ପ୍ରମୁଖ ଉପସ୍ଥିତ ରହି ସଫଳ ଉଦ୍ୟୋଗ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା ।

ସେହିଭଳି ଦ୍ୱିତୀୟ ଅଧିବେଶନରେ ଶ୍ରୀ ଆଘୋରେଶ୍ୱର ସିଂ, B.E, PGDM, ଡାଟା ଆନାଲିଟିକ୍ସ (IIM-B), ଶ୍ରୀ ବିଜୟ ସିଂ ରାଠୋର, ସହ-ପ୍ରତିଷ୍ଠାତା ଏବଂ ସିଇଓ, ସୋନିକର୍ନ ଭେଞ୍ଚର୍ସ, ଡକ୍ଟର ରାଣା ପ୍ରତାପ ସିଂ, ଡିନ୍, ଏକାଡେମିକ୍ ବ୍ୟାପାର, ଶ୍ରୀ ଅଜୟ ବାହାଦୂର ସିଂ, ଆଞ୍ଚଳିକ ନିଦେ୍ର୍ଦଶକ, ଆକାଶ ବାଇଜୁସ୍, ଶ୍ରୀ ଧୀରଜ କୁମାର ସିଂ, ପରିଚାଳନା ନିଦେ୍ର୍ଦଶକ, GRC India, ଶ୍ରୀ ବିପିନ କୁମାର ସିଂ, ପ୍ରତିଷ୍ଠାତା ଏବଂ ପରିଚାଳନା ନିଦେ୍ର୍ଦଶକ, ଗୋଲ୍ ଏଜୁକେସନାଲ୍ ସର୍ଭିସ୍ ପ୍ରା. ଲିଃ., ଶ୍ରୀ ଶିବ ପ୍ରକାଶ ସିଂ, ପରିଚାଳନା ନିଦେ୍ର୍ଦଶକ, ଶିବ ନରେଶ ସ୍ପୋର୍ଟସ୍ ପ୍ରା. ଲିଃ., ଶ୍ରୀ କରଣ ସିଂ ଉଚିଆର୍ଦା, ଚେୟାରମ୍ୟାନ୍ ତଥା ପରିଚାଳନା ନିଦେ୍ର୍ଦଶକ, ଆଶାପୁର୍ଣ୍ଣା ବିଲ୍ଡକନ୍ ଲିମିଟେଡ୍, ଶ୍ରୀ ମ୍ରିତୁ୍ୟଞ୍ଜୟ କୁମାର ସିଂ, ରାଜ୍ୟ ସଭାପତି, ବିହାର ପୋଲିସ ଆସୋସିଏସନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଜ୍ଞତା ବାବଦରେ ଆଲୋଚନା ହୋଇଥିଲା । ସନ୍ଧ୍ୟାରେ ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହ ଦେଓ ଉପସ୍ଥିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଶ୍ରୀ ବିଜୟ ପାଲ ସିଂ,  ମୁଖ୍ୟ, ଜେଏସଡବ୍ଲୁ, ଡା ମୃଣାଳୀ ଦରଶାୱାଲ, ଆଇଏଏସ୍, ଓଡିଶା ପ୍ରମୁଖ ଉପସ୍ଥିତ ରହିବେ ।

 

Leave a Reply

Your email address will not be published. Required fields are marked *