ସୁନାଖଳା ପୋଲିସ ଦ୍ଵାରା ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ରଣପୁର : ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବାବେଳେ ଏବେ ଆକ୍ସନ ମୁଡ଼ରେ ରଣପୁର ପୋଲିସ l ସୁନାଖଳା ପୋଲିସ କୋଟଗଡ଼ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହ ହବାରୁ ଜଣେ ବାଇକ ଚାଲାକକୁ ଅଟକ ରଖି ଚେକିଂ କରିବା ବେଳେ ତାହା ଠାରୁ 7ଗ୍ରାମ ବ୍ରାଉନ ସୁଗାର ସହ ପଲସର ବାଇକ ଜବତ କରି ଅଭିଯୁକ୍ତ ଯୋଗେନ୍ଦ୍ର ପ୍ରଧାନ ଙ୍କୁ ଗିରଫ କରିଛି ସୁନାଖଳା ପୋଲିସ l ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି l ଏହା ପଛରେ ଏକ ବଡଧରଣରେ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଥିବା ବେଳେ ଅଧିକ ତଦନ୍ତ ହେଉଥିବା ଶରଣକୁଳ SDPO ସୁଧାକର ସାହୁ ଗଣମଧ୍ୟ୍ୟମ କୁ ସୂଚନା ଦେଇଛନ୍ତି l

 

 

Leave a Reply

Your email address will not be published. Required fields are marked *