ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ କିଶୋର ପ୍ରସାଦ ଗ୍ରାମ ପଞ୍ଚାୟତ ପୂର୍ଣ୍ଣଚଦ୍ରପୂର୍ ଗ୍ରାମରେ ଜଣକର ବଜ୍ର ଘାଟ ରେ ମୃତୁ ଘାଟିଛି, ଖବର ନେବାରେ ଜଣା ଗଲାଯେ ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ସୁରେଶ ଚନ୍ଦ୍ର ପ୍ରଧାନ, ବୟସ ୫୦, ସୁରେଶ ଅପରାହ୍ନସମୟରେ ଯାଇଥିଲେ, ବିଲରେ ଥିବା ସମୟରେ ତୁହାକୁ ତୁହା ବର୍ଷା ସହିତ ଘଡଘଡି ହେବାଯୋଗୁଁ ସୁରେଶ ଘରକୁ ଫେରି ଆସିବା ସମୟରେ ବଜ୍ରଘାତ ରେ ପ୍ରାଣ ହରାଇ ବିଲରେ ପଡ଼ିଯାଇଥିଲେ, ବର୍ଷା ସହିତ ଘଡଘଡି ହେବା ଯୋଗୁ ସୁରେଶ ଘରକୁ ନ ଫେରିବାରୁ ଘର ଲୋକ ମାନେ ବିଲକୁ ଗଲେ, ବିଲରେ ଦେଖିଲା ସମୟରେ ସୁରେଶ ମୂର୍ତି ହୋଇଛି, ଗ୍ରାମବାସମାନେ ଗଣିଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଘରେ ତାଙ୍କର ସ୍ତ୍ରୀ ଓ ପିଲା ଦୁଇଟି ବୋଲି ଜଣାପଡିଛି, ସେ ଜଣେ ଚାଷୀ ଲୋକ ଥିଲେ, ଚାଷ କରି ଜୀବିକା ନିର୍ବାହ କରୁଥିଲେ, ତେଣୁ ସୁରେଶ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳ ବସୀ ସରକାରକୁ ଦାବୀ କରିଛନ୍ତି I
ବଜ୍ରଘାତ ରେ ଜଣେ ମୃତ












Leave a Reply