ସେୟାର ବଜାର ହେଲା ଧରାଶାୟୀ

ଭୁବନେଶ୍ୱର : ଧରାଶାୟୀ ହେଲା ସେୟାର ବଜାର । ଦୁଇ ଦିନରେ ନିବେଶକଙ୍କ ବୁଡିଲାଣି ୧୩ ଲକ୍ଷ କୋଟି ଟଙ୍କା। ଗତ ୫ ଦିନରେ ୨୩ ଲକ୍ଷ କୋଟି ଟଙ୍କା ହରାଇସାରିଲେଣି ନିବେଶକ। ଆଜି ମୁମ୍ବାଇ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ୯୮୪ ପଏଣ୍ଟ ହ୍ରାସ ପାଇଛି। ଫଳରେ ସେନସେକ୍ସ ଆଜି ୭୭ ହଜାର ୬୯୦ ପଏଣ୍ଟରେ କାରବାର ଶେଷ କରିଛି। ବିଗତ ୪ ମାସରେ ଏହା ସର୍ବନିମ୍ନ। ଗତ କିଛି ଦିନ ଧରି ଷ୍ଟକ୍ ମାର୍କେଟରେ ଅସ୍ଥିରତା ଦେଖାଦେଇଛି।

Leave a Reply

Your email address will not be published. Required fields are marked *