ଶାହରୁଖଙ୍କ ନାମରେ ଯୋଡି ହେଲା ଆଉ ଏକ ସଫଳତା

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ନାମରେ ଯୋଡି ହୋଇଛି ଆଉ ଏକ ସଫଳତା । ଦର୍ଶକ ବନ୍ଧୁ ଅଗଷ୍ଟ ମାସ 10 ତାରିଖରେ ତାଙ୍କୁ ଲୋକାର୍ନୋ ଚଳଚ୍ଚିତ୍ର ମହୋତ୍ସବର ୭୭ତମ ସଂସ୍କରଣରେ ଜୀବନବ୍ୟାପୀ ସାଧନା ପାଇଁ ତଥାକଥିତ ‘ପାର୍ଡୋ ଅଲା କାରିଏରା’ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଥମ ଭାରତୀୟ ଭାବେ ଶାହରୁଖ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହି ସମୟରେ ଅଭିନେତା ନିଜ ଚମତ୍କାରିତା ସହ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମହୋତ୍ସବର ଅନେକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଶାହାରୁଖ ତାଙ୍କ ଉପସ୍ଥିତିରେ ସମସ୍ତଙ୍କୁ ପାଗଳ କରିଥିବାର ନଜର ଆସିଛନ୍ତି।

Leave a Reply

Your email address will not be published. Required fields are marked *