ରାଞ୍ଚି: ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା କରାଯାଉଛି। ଗତ କିଛି ଦିନ ହେବ ନେତାମାନେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ସଂପର୍କରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମୁଖପାତ୍ର ତଥା ବରିଷ୍ଠ ନେତା ମନୋଜ ପାଣ୍ଡେ ଭାଜପା ଉପରେ ଆକ୍ରମଣ କରିଛନ୍ତି ଏବଂ ଚମ୍ପାଇ ସୋରେନଙ୍କୁ ଅନ୍ୟତ୍ର ନ ଯିବାକୁ ନିବେଦନ କରିଛନ୍ତି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଚମ୍ପାଇ ସୋରେନଙ୍କୁ ଯେତିକି ସମ୍ମାନ ମିଳିଛି, ସେମିତି କେହି ପାଇନଥିବେ। ଆଜି ସେ ବିରୋଧୀଙ୍କ ଜାଲରେ ଫସି ରହିଛନ୍ତି।














Leave a Reply