ଆଜିଠାରୁ ବଣ୍ଟାଯିବ ବାତ୍ୟା ‘ଦାନା’ କ୍ଷତିପୂରଣ ଟଙ୍କା : ସୁରେଶ ପୂଜାରୀ

ଭୁବନେଶ୍ବର : ବାତ୍ୟା ‘ଦାନା’ରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ରାଶି ଜିଲ୍ଲାପାଳମାନଙ୍କ ପାଖକୁ ପଠାଯାଇଛି । ଆଜିଠାରୁ ୭ ଦିନ ଭିତରେ ଲୋକଙ୍କୁ ଟଙ୍କା ବଣ୍ଟାଯିବ ଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ଏହା ସେମାନଙ୍କ ପାଇବାର ହକ୍ ।  ଯେଉଁ ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକଙ୍କ ଆକଳନ ବିଡ଼ିଓ କିମ୍ବା ତହସିଲଦାର ମାନେ କରିନାହାନ୍ତି ତାହା ତୁରନ୍ତ କରି ପଛରେ ଦେଲେ ସରକାର ସେ ରାଶି ମଧ୍ୟ କ୍ଷତିଗ୍ରସ୍ତଙ୍କୁ ଦେବାକୁ ପ୍ରସ୍ତୁତ ଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *