ଗଣିଆ ତହସିଲରେ ଗଣେଶ ପୂଜା ପାଳିତ

ଗଣିଆ -(ମନୋରଞ୍ଜନ ମଳିକ ): ନୟାଗଡ ଜ଼ିଲ୍ଲା ଗଣିଆ ବତହସିଲ ଅଫିସ ରେ ମହାବିନାୟକ ବିଘ୍ନ ବିନାୟକ ଗଜାନନ ଙ୍କର ପୂଜା ପାଳିତ ହୋଇ ଯାଇଛି, ତହସିଲ ଅଫିସ ରେ ସକାଳ 9ଘଟିକା ସମୟରେ ଗଣେଶ ପୂଜା ଆରମ୍ଭ ହୋଇ ଥିଲା,ଗଣେଶ ପୂଜାରେ ଗଣିଆ ତହସିଦାର ମହୋଦୟା ପ୍ରୀତିବାଳା ରଣା, ଅଫିସ ନାଜର ତଥା ସିନିଅର କିରାଣୀଅମରେନ୍ଦ୍ର ପାଣି, ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ଗଣିଆ ଉପରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ବାରିକ, ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ପୂଜା କରିବା ସହିତ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା, ଏହି ପୂଜା କୁ ତହସିଲ ଅଫିସ ର ମହୁରୀ ସଂଘ ର ଅନ୍ତର୍ଯ୍ୟାମୀ ମହାପାତ୍ର, ସେସଦେବ ଶିରୋମଣି, କବି ପଟ୍ଟନାୟକ, ଶିବ ରାଉତ, ଆଡଭୋକେଟ ପ୍ରମୋଦ କୁମାର ବେହେରା ମନୋରଞ୍ଜନ ମଳିକ ସହଯୋଗ କରିଥିଲେ, ଏହି ପୂଜା ପ୍ରତେକ ବର୍ଷ କରାଯିବ ବୋଲି ଅଫିସ କର୍ମଚାରୀ ମାନଙ୍କ ସହିତ ମହୁରୀ ସଂଘ ର ସଭ୍ୟ ପ୍ରକାଶ କରିଛନ୍ତି I

Leave a Reply

Your email address will not be published. Required fields are marked *