ଗଣିଆ -(ମନୋରଞ୍ଜନ ମଳିକ )ନୟାଗଡ ଜ଼ିଲ୍ଲା ଗଣିଆ ବଜ଼ାର ପରିସରରେ ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରାମ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି, ଏହି ବୈଠକ ରେ ବଜ଼ାର ର ସଭାପତି ଶ୍ରୀ ଦାଶରଥି ସାହୁ, ଉପସଭାପତି ଶ୍ରୀ କୁଳମଣି ସାହୁ ସମ୍ପାଦକ ପ୍ରଭାତ କୁମାର ଦାଶ, ଚିତ୍ତରଞ୍ଜନ ସାହୁ ଜଗନ୍ନାଥ ଦାଶ, ଅଟଳ ବିହାରୀ ରାଉତ, ସନ୍ତୋଷ କୁମାର ରାଉତ ସମେତ 100ରୁ ଉର୍ଦ୍ଧ ବ୍ୟବସାୟୀ ଯୋଗ ଦେଇଥିଲେ,ଦୁର୍ଗାପୂଜା ପାଇଁ ବିଭିନ୍ନ ଦା୍ୟୁତ ପ୍ରଦାନ କରିଥିଲେ, ସରକାର ଙ୍କ ନିୟମ ଅନୁସାରେ ଦୁର୍ଗା ପୂଜା ଶାନ୍ତିଶୃଙ୍ଖଳା ର ସହିତ ପୂଜା ସମ୍ପାଦନ କରିବାକୁ ସଭାପତି ଅନୁରୋଧ କରିଥିଲେ |
ଗଣିଆ ବଜ଼ାର ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ












Leave a Reply