ନୟାଗଡ଼ -(ମନୋରଞ୍ଜନ ମଳିକ)- ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଉଦଘାଟନ ନୟାଗଡ଼ ପୁରୁଣା ସହର ଠାରେ ହୋଇ ଯାଇଛି ବୋଲି ଜଣାପଡିଛି, ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ , ଦେବାଶିଷ ପଟଟନାୟକ ଓକିଲ ସଂଘ ସଭପତି ଶ୍ରୀ ବୃଦବନ୍ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସଙ୍ଘ ଘର କୁ ଉଦଘାଟନ କରିଥିଲେ, ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରମୋଦ ପଟ୍ଟନାୟକ ଙ୍କ ସହିତ ଅନ୍ୟ ବରିଷ୍ଟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ, ଆସନ୍ତା ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକ କଲ୍ୟାଣୀ ପାଣ୍ଠି ଗଠନ କରାଯିବା ସହିତ ଜିଲ୍ଲା ସାମ୍ବାଦିକ ଉନ୍ନତି ପାଇଁ କାର୍ଯ୍ୟ କରାଯିବ ବୋଲି ସଭାପତି ପ୍ରକାଶ କରିଛନ୍ତି ବୋଲି ଜଣାପଡିଛି I
ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଉଦଘାଟନ












Leave a Reply