ଡାଏବେଟିସ୍‌ ପାଇଁ କଲରା ଔଷଧ ଭଳି କାମ କରେ

କଲରା ପିତା ହୋଇଥିଲେ ମଧ୍ୟ ଶରୀର ପାଇଁ ବେଶ୍ ହିତକର। ଅନେକ ରୋଗର ଔଷଧ ରୂପେ ଏହାକୁ ବ୍ୟବହାର କରାଯାଇଥାଏ। ଏଥିରେ ଭିଟାମିନ୍, ମିନେରାଲ୍, ଫାଇବର୍ ଓ ଆଣ୍ଟିଅକ୍ସିଡାଣ୍ଟ, ଯାହା ଶରୀର ପାଇଁ ବେଶ୍ ଉପଯୋଗୀ ଅଟେ।ବିଶେଷ କରି ମଧୁମେହ ରୋଗୀମାନଙ୍କ ପାଇଁ କଲରା ବହୁତ ଲାଭଦାୟକ। ଟାଇପ ୨ ଡାଏବେଟିସ ରୋଗୀ ନିୟମିତ କଲରା ଖାଇବା ଫଳରେ ଏଥିରୁ ଉପଶମ ମିଳିଥାଏ। ଭିଟାମିନ ରକ୍ତରେ ଶର୍କରା ସ୍ତର ହ୍ରାସ କରିଥାଏ। କଲରାରେ ଥିବା ଚାରାଣ୍ଟିନ ଏବଂ ଭିସିନ ଶର୍କରା ସ୍ତରକୁ ସନ୍ତୁଳନ ରଖିଥାଏ।

Leave a Reply

Your email address will not be published. Required fields are marked *